#ଗୋଟିଏ_କ୍ଲିକରେ_ଲାଇସେନ୍ସଅନଲାଇନ ଆରଟିଓ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5-ଟି ଅଧିନରେ ପେପରଲେସ୍ ହେଲା ଓଡ଼ିଶାର ପରିବହନ ବିଭାଗ । ଅନଲାଇନ୍ ମାଧ୍ୟମରେ ଗ୍ରାହକ କରିପାରିବେ ଗାଡ଼ିର ପଞ୍ଜିକରଣ ।#Odisha #Naveen_Patnaik #BJD