#ନିୟନ୍ତ୍ରଣକୁ_ଆସୁଛି_ଜଙ୍ଗଲ_ନିଆଁଶିମିଳିପାଳ ସମେତ ରାଜ୍ୟରେ ଜଙ୍ଗଲ ଗୁଡିକରେ ଲାଗିଥିବା ନିଆଁ ଉପରେ ପ୍ରେସ ବିବୃତି ଦେଲେ ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ । କିଭଳି ରହିଛି ରାଜ୍ୟରେ ଜଙ୍ଗଲ ନିଆଁ ଶୁଣନ୍ତୁ । #Odisha #OneindiaOdia #SaveSimilipal #SimilipalForestFire