ଆଗେ ଗଲେ ବଡଭାଇ । ନିର୍ଦ୍ଧାରିତ ସମୟର ତିନି ଘଣ୍ଟା ପୂର୍ବରୁ ଟଣା ହେଲା ରଥ । ଦେଖନ୍ତୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା । #RathaJatra21 #RathYatra