Surprise Me!

ରିମୋଟ କଣ୍ଟ୍ରୋଲରେ ଏଠାକାର ସରକାରଙ୍କୁ ନଚାଯାଉଛି: ଉଦୟ ଭାନୁ ଚିବ୍‌

2025-01-20 0 Dailymotion

ଖୁବଶୀଘ୍ର ରାଜ୍ୟ ଯୁବ କଂଗ୍ରେସ ସଭାପତିଙ୍କ ନାମ ଘୋଷଣା ହେବ ।'ଇଟିଭି ଭାରତ'କୁ ସାକ୍ଷାତକାର ଦେଇ ବିଜେପି ସରକାର ଉପରେ ବର୍ଷିଲେ ଜାତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଉଦୟ ଭାନୁ ଚିବ୍‌ ।