Surprise Me!

ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ, ଭୁବନେଶ୍ୱରରେ ଧରାପଡିଲା ଆନ୍ଧ୍ରା ଟ୍ରକ

2025-04-28 274 Dailymotion

ଭୁବନେଶ୍ୱରରୁ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କରିଛି ପୋଲିସ । ଖଣ୍ଡଗିରିରୁ ଏହି ଗଞ୍ଜେଇ ଜବତ କରାଯାଇଛି । ପ୍ରାୟ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ।