ବର୍ଷେ ପୂର୍ତ୍ତି ଅବସରରେ ବ୍ୟାପକ କାର୍ଯ୍ୟକ୍ରମ କରିବ ବିଜେପି । ସେପଟେ ମୋଦି ସରକାରକୁ 11 ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ଓଡିଶା ଆସିବେ କେନ୍ଦ୍ରୀୟ ନେତା ।