ଗତକାଲି ରାତି ପ୍ରାୟ ସାଢେ 10 ଟା ରେ ନୃସିଂହ ମହାପ୍ରଭୁ ମନ୍ଦିରରୁ ବାହାରି ଦେବ ଦମ୍ପତିଙ୍କ ଏହି ଦିବ୍ୟ ବିବାହରେ ସାମିଲ ହେବା ପାଇଁ ସହରର ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି l