Surprise Me!

ପ୍ରକାଶ ପାଇଲା ରେଭେନ୍ସା ୟୁଜି ପରୀକ୍ଷା ଫଳ, ରେଗୁଲାରରେ ତୃପ୍ତିଶ୍ରୀ ନନ୍ଦୀ ବେଷ୍ଟ ଗ୍ରାଜୁଏଟ

2025-06-03 7 Dailymotion

ଚଳିତବର୍ଷ ମୋଟ ପାସହାର 84.10 ପ୍ରତିଶତ ରହିଛି । ଝିଅଙ୍କ ପାସ ହାର 90.67 ପ୍ରତିଶତ ହୋଇଥିବା ବେଳେ ପୁଅଙ୍କ ପାସ ହାର 76.79 ପ୍ରତିଶତ।