'ବୋଉ ବୁଟୁ ଭୁତ' ୧୦ କୋଟିରୁ ଅଧିକ ଆୟ କରି କଲା ନୂଆ ରେକର୍ଡ। ଏହି ସଫଳତା ଖୁସିରେ ଫ୍ୟାନ୍ସଙ୍କୁ ଭେଟି। ଟ୍ରେଲର 2 ରିଲିଜ । ଓଡିଶାବାସୀଙ୍କୁ ଧନ୍ୟବାଦ ଦେଲେ ବାବୁସାନ୍ ।