ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ' ନବଜାତ ସନ୍ତାନଙ୍କ ପାଇଁ ଚୁକ୍ତିଭିତ୍ତିକ କର୍ମଜୀବୀ ମହିଳାଙ୍କର ଦାୟିତ୍ୱ ରହିଛି । ସେମାନଙ୍କୁ ପ୍ରସୂତିକାଳୀନ ଛୁଟି ପ୍ରଦାନ କରାଯିବ। '