Surprise Me!

ଗଞ୍ଜାମ ଯୁବକଙ୍କୁ ମାଲିରେ ଆତଙ୍କବାଦୀଙ୍କ ଅପହରଣ, ଘରେ କାନ୍ଦ ବୋବାଳି, ଜୁଲାଇ ଶେଷରେ ଫେରିଥାନ୍ତେ

2025-07-05 143 Dailymotion

ଗଞ୍ଜାମ ସମରଝୋଳ ଗାଁର ଭେଙ୍କଟରମଣା ଗତ ନଭେମ୍ବରରେ ପଶ୍ଚିମ ଆଫ୍ରିକା ଯାଇଥିଲେ । ଜୁନ 30ରେ ଶେଷଥର ମାଆଙ୍କ ସହ କଥା ହୋଇଥିଲେ।