ଦିନକୁ ଦିନ ଦର୍ଶକଙ୍କ ପ୍ରଶଂସା ସାଉଁଣ୍ଟୁଛି ଓଡିଆ ଚଳଚ୍ଚିତ୍ର 'ନବକଳେବର' । ଇଟିଭି ଭାରତ ସହ ସ୍ୱତନ୍ତ୍ର ସାକ୍ଷାତକାର ସମୟରେ ନିଜର ଅନୁଭୂତି ବାଣ୍ଟିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ।