'ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଫେଲ', 'ଯେଉଁଠି ଡବଲ ଇଞ୍ଜିନ ସରକାର ଅଠଛି ସେଠାରେ ମହିଳା ଅପରାଧ ଅଧିକ ରହିଛି' ବୋଲି କହିଛନ୍ତି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ।