ଜାତୀୟତା ଜାଗ୍ରତ କରିବାରେ ନିମଗ୍ନ ପୂରା ପରିବାର । 50 ବର୍ଷ ବୟସରେ 50 ହଜାର ପଥପ୍ରାନ୍ତ ନାଟକ କରି ଲୋକଙ୍କୁ ସଚେତନ କଲେଣି ପ୍ରହଲ୍ଲାଦ ନାୟକ ଓରଫ ବନ୍ଦେ ମାତରମ୍ ।