Surprise Me!

ବର୍ଷାରେ ବେହାଲ ମାଲକାନଗିରି: ବୁଡିଲା ପୋଲ-ଭାଙ୍ଗିଲା ଏୟାରପୋର୍ଟ ପାଚେରୀ, ହନ୍ତସନ୍ତ ଲୋକେ

2025-08-18 11 Dailymotion

ବର୍ଷା ପାଣିରେ ବୁଡିଲା 326 ନମ୍ବର ଜାତୀୟ ରାଜପଥ । ଫଳରେ ଯାତାୟତ ଠପ୍ । ସହରରେ ବିଭିନ୍ନ ଦୋକାନ ଘରେ ପଶିଲା ପାଣି ।