30 ବର୍ଷ ଧରି ବାଉଁଶରେ ନିଖୁ୍ଣ କଳାକୃତି କରୁଛନ୍ତି କେନ୍ଦ୍ରାପଡ଼ାର ଶେଖ ରହେମତୁଲ୍ଲା । ଉଭୟ ଅଫଲାଇନ ଏବଂ ଅନଲାଇନରେ ବିକ୍ରି କରୁଛନ୍ତି ସାମଗ୍ରୀ । 150 ଜଣଙ୍କୁ ଦେଇ ସାରିଲେଣି ତାଲିମ ।