କଟକରେ ଦୁର୍ଗାପୂଜା ପାଇଁ ଚାନ୍ଦିମେଢର ପ୍ରତିଯୋଗିତା ଲାଗେ । ଏପଟେ ସୁନା ମେଢ଼ ଦୌଡ଼ରେ ଦେଶର ପ୍ରଥମ ମଣ୍ଡପ ଚୌଧୁରୀ ବଜାର । ମେଢ ତିଆରିରେ ଦେଖିବାକୁ ମିଳେ ସୂକ୍ଷ୍ମ ତାରକସି କାର୍ଯ୍ୟ ।