ଆଜି ପର୍ଯ୍ୟନ୍ତ 100ରୁ ଅଧିକ ରିଭର୍ସ ପେଣ୍ଟିଂ କରିଛନ୍ତି ଆୟୁଷ । 50ରୁ ଅଧିକ ରାଜ୍ୟ ଓ ଜାତୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ଲାଇଭ ରିଭର୍ସ ପେଣ୍ଟିଂ କଳା ଦେଖାଇଛନ୍ତି ।