ରିଲିଜ ହୋଇଛି ଝିଲ୍ଲିକ ଭଟ୍ଟାଚାର୍ଯ୍ୟଙ୍କ ଫିଲ୍ମ 'ଲହରୀ' । ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ପରେ ଏବେ ପରଦାକୁ ଆସିଛି ଫିଲ୍ମ । ପ୍ରଥମ ଦିନରେ ଫିଲ୍ମକୁ ନେଇ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି ।