କେନ୍ଦୁଝରରେ 'ଶୂନ ଦୁର୍ଘଟଣା ଦିବସ' କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁର୍ଘଟଣା ରୋକିବାକୁ IIT ମାଡ୍ରାସର ସହାୟତା ନେଇଛନ୍ତି ରାଜ୍ୟ ସରକାର ।