ଘଟଗାଁ ନିକଟ ଜଙ୍ଗଲ ଭିତରୁ ମିଲିଲା ନିଖୋଜ ମହିଳା କନଷ୍ଟେବଳଙ୍କ ମୃତଦେହ। ୨୫ ବର୍ଷୀୟ ଟ୍ରାଫିକ୍ କନଷ୍ଟେବଳଙ୍କୁ ଅଭିଯୁକ୍ତ ଦୀପକ ରାଉତ ମାରି ପୋତିଥିବା ମାନିବା ପରେ ପୋଲିସ ସିନ୍ ରିକ୍ରିଏସନ କରିଥିଲା।