ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ମଗାଜିନରେ ସ୍ଥାନ ପାଇଲା ମୟୂରଭଞ୍ଜ ଜିଲ୍ଲାର ବନ୍ୟପ୍ରାଣୀ । ବିରଳ ମେଲାନିଷ୍ଟିକ ପ୍ରଜାତିର କଳାବାଘ ପାଇଁ ବିଶ୍ୱ ଦରବାରରେ ପ୍ରଶଂସା ସାଉଁଟିଲା ଶିମିଳିପାଳ ।