ପୁରୁଷ ପ୍ରାଧାନ୍ୟ ୱେଲଡିଂ କ୍ଷେତ୍ରରେ ମହିଳାଙ୍କ ସଫଳତା । ଜର୍ମାନରେ ଅନ୍ତର୍ଜାତୀୟ ୱେଲ୍ଡିଂ ଚାମ୍ପିଅନସିପରେ ଭାଗ ନେଇ ସୁନାମ ଆଣିଛନ୍ତି 4 ଓଡ଼ିଶା ଇଂଜିନିୟରିଂ ଛାତ୍ରୀ ।