କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ନୀତି ବହୁଳତା ପାଇଁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେବ ନାହିଁ । ବ୍ୟାରିକେଡ଼ ପରିବର୍ତ୍ତେ ମାନବ ଶୃଙ୍ଖଳ ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବୀଙ୍କ ପ୍ରସ୍ତାବ ।