ପୀଠରେ ମା'ଙ୍କ କେବଳ ଗଙ୍ଗା ବେଶ ବା ଧଵଳମୁଖୀ ବେଶ ଓ ରାଜରାଜେଶ୍ୱରୀ ବେଶ ହୋଇଥାଏ। ମହାଳୟା ତିଥିରେ ଗଙ୍ଗା ବେଶ ଓ ପୂର୍ଣ୍ଣିମା ତିଥିରେ ମା'ଙ୍କ ରାଜ ରାଜେଶ୍ୱରୀ ବେଶ ହୋଇଥାଏ l