ଦିନକ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ । ଗୃହ ନଚାଲିଲେ ବିଧାନସଭାର ଆବଶ୍ୟକତା କ'ଣ କହିଲା BJD ।ସରକାର ଅଛି କି ନାହିଁ ଲୋକେ ଜାଣିପାରୁନାହାନ୍ତି କହିଲା କଂଗ୍ରେସ । ବିଜେପିର ପ୍ରତିକ୍ରିୟା ।