Surprise Me!

ଉପର ପଡ଼ିଆରେ ବାଲିଯାତ୍ରାକୁ ଜିଲ୍ଲାପାଳଙ୍କ ଗ୍ରୀନ ସିଗନାଲ, କୋର୍ଟଙ୍କ ରାୟକୁ ଅପେକ୍ଷା

2025-09-29 2 Dailymotion

କଟକ ଉପର ପଡିଆରେ ବାଲିଯାତ୍ରା ଆୟୋଜନକୁ ନେଇ ଜିଲ୍ଲାପାଳଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଆସନ୍ତା ୯ ତାରିଖରେ ହାଇକୋର୍ଟରେ ପକ୍ଷ ରଖିବ ଜିଲ୍ଲା ପ୍ରଶାସନ।