ସମ୍ବଲପୁର ଜିଲ୍ଲା ଦେଓଗାଁରେ ତିଆରି ହେଉଥିବା ଇଥାନଲ କାରଖାନାକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । କାରଖାନାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଦାବି କରିଛନ୍ତି ।