Surprise Me!

ଗାଧୋଇବାକୁ ଯାଇଥିଲେ, ପୋଖରୀରେ ବୁଡି ଦୁଇ ନାବାଳକ ମୃତ

2025-10-16 168 Dailymotion

ଗୁରୁବାର ସକାଳେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ନାବାଳକଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ମୃତ ବାଳକର ବାପା ମା' ବାଙ୍ଗାଲୋରରେ କାମ କରୁଛନ୍ତି ।