ତିନିଟି ପୃଥକ୍ ମାମଲା ରୁଜୁ ହୋଇଥିବା ବେଳେ ଉଭୟ ଗ୍ରାମର ୧୮ ଜଣଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଗିରଫ କରାଯାଇଛି। ଘଟଣାରେ ଉଭୟ ଗ୍ରାମର ପ୍ରାୟ 10ରୁ ଅଧିକ ଆହତ ହୋଇଛନ୍ତି।