ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଅନ୍ୟ ମଣ୍ଡପଠାରୁ ପୁରାଭିନ୍ନ । ଏହି ମଣ୍ଡପର ପରମ୍ପରା ଅନନ୍ୟ । । ବିଶ୍ଵାସ ରହିଛି, ମାଙ୍କ ପାଖରେ ଯିଏ ମାନସିକ ରଖେ, ତାର ମନସ୍କାମନା ପୂରଣ ହୋଇଥାଏ ।