ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରେନେଜ ବ୍ୟବସ୍ଥା ନାହିଁ। ସାମାନ୍ୟ ବର୍ଷା ହେଲେ ରୋଗୀଙ୍କ ୱାର୍ଡରେ ପଶିଯାଏ ପାଣି । ରୋଗୀ ଚିକିତ୍ସା ହେବେ କଣ ଅଧିକ ରୋଗ ନେଇକି ଯିବାର ବ୍ୟବସ୍ଥା କରାଯାଇଛି।