ଦୁଇ ବରିଷ୍ଠ ନେତାଙ୍କୁ ନୂଆପଡ଼ା ଉପନିର୍ବାଚନ ଦାୟିତ୍ବ ଦେଲା ବିଜେପି । ଉପମୁଖ୍ୟମନ୍ତ୍ରୀ କେଭି, ବିଧାୟକ ଜୟନାରାୟଣଙ୍କୁ ନିର୍ବାଚନ ପ୍ରଚାର ଏବଂ ପରିଚାଳନା ଦାୟିତ୍ୱ ।