34 ବର୍ଷୀୟା ହରପ୍ରିୟା ନାୟକଙ୍କ ପାଇଁ କେଶ ଷ୍ଟାଇଲ ଷ୍ଟେଟମେଣ୍ଟ ନୁହେଁ, ସ୍ମାଇଲ ଷ୍ଟେଟମେଣ୍ଟ । ଏଯାଏଁ 400 ଜଣଙ୍କଠାରୁ କେଶ ସଂଗ୍ରହ କରି, ୫୦ ଜଣଙ୍କୁ ୱିଗ୍ ବାଣ୍ଟି ସାରିଲେଣି ।