ଆସ୍ଥାର ମହାପର୍ବ ଛଟ୍ ସାଙ୍ଗକୁ ବିହାରରେ ବର୍ତ୍ତମାନ ଗଣତନ୍ତ୍ରର ମହାପର୍ବ ବିଧାନସଭା ନିର୍ବାଚନ। ଏପରିସ୍ଥିତିରେ ସମ୍ବଲପୁରରେ ବସବାସ କରୁଥିବା ବିହାରୀ ଲୋକେ ବେଶ୍ ଉତ୍ସାହିତ।