ମହାବାତ୍ୟାକୁ 26 ବର୍ଷ । 1999 ଅକ୍ଟୋବର 29ରେ ଆଖି ଆଗରେ ଘଟିଥିବା ସୁପର ସାଇକ୍ଲୋନର କ୍ଷତ ଏବେବି ଶୁଖିନି କହିଲେ କେନ୍ଦ୍ରାପଡ଼ା ମହାକାଳପଡ଼ାର ପ୍ରଭାବିତ ଲୋକେ ଓ ଲୋକ ପ୍ରତିନିଧି ।