ଅକ୍ଟୋବର 29 ତାରିଖ, କ୍ୟାଲେଣ୍ଡରେ ଏହି ଦିନ ଆସିଲେ ଶିହରି ଉଠନ୍ତି ଜଗତସିଂହପୁର ଜିଲ୍ଲାବାସୀ । ଏବେ ବି ସେ ଅଭିଶପ୍ତ ଦିନର ଭୟଙ୍କର ସ୍ମୃତିକୁ କେହି ଭୁଲିନାହାନ୍ତି ।