ନୂଆପଡ଼ାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରଚାର । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରିବାକୁ ଆହ୍ବାନ । କହିଲେ 'ଶେଷ ଜୀବନ ଯାଏଁ ଓଡ଼ିଶା ମାଟିର ସେବା କରିବି।'