ପୁରୀକୁ ନିଶାମୁକ୍ତ ଓ ଅପରାଧ ମୁକ୍ତ କରିବାକୁ ଏସପିଙ୍କ ତତ୍ତ୍ଵାବଧାନରେ ଚାଲିଛି 'ଅପରେସନ ଚକ୍ର' । କେବେ ଧରା ପଡ଼ିବ ବ୍ରାଉନସୁଗର କାରବାରର ମୁଖ୍ୟ କିଙ୍ଗପିନ୍ ?