65 ବର୍ଷୀୟ ଅବସରପ୍ରାପ୍ତ ପ୍ରଫେସର ଅଜୟ କୁମାର ମିଶ୍ରଙ୍କ କଟକ ମଧୁପାଟଣାରେ ରହିଛି ସଂଗ୍ରହାଳୟ 'ମିଶ୍ରଶାଳ' । 7 ବର୍ଷ ଧରି ଚାଲିଥିବା ଏହି ସଂଗ୍ରହାଳୟରେ ରହିଛି 300ରୁ ଅଧିକ ପାରମ୍ପରିକ ଉପକରଣ ।