ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସରକାର କୋଚିଂ ବ୍ୟବସ୍ଥା କରିଥିବା ବେଳେ ଏଥିରୁ ମୁହଁ ଫେରାଉଛନ୍ତି ପିଲା । କାରଣ ଅନଲାଇନ୍ କୋଚିଂକୁ ପସନ୍ଦ କରୁନାହିଁନ୍ତି ଛାତ୍ରଛାତ୍ରୀ ।