ଡିସେମ୍ବର 24ରୁ ଆରମ୍ଭ ହେବ ୭୮ତମ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ନଭେମ୍ବର 24ରେ ହେବ ଶୁଭସ୍ତମ୍ଭ ସ୍ଥାପନ । ଏଥର କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ ମେହେର ।