ସମ୍ବଲପୁରୀ ବାନ୍ଧକଳାର ଯୁଗସ୍ରଷ୍ଟା ହେଉଛନ୍ତି ସ୍ବର୍ଗତ ରାଧାଶ୍ୟାମ ମେହେର । ତାଙ୍କ ପ୍ରଚେଷ୍ଟାରୁ ସମ୍ବଲପୁର କପଡାକୁ ମିଳିଥିଲା ପରିଚୟ । ପରିବାରର ଅଭିଯୋଗ ତାଙ୍କୁ ମିଳିନି ଉଚିତ୍ ସମ୍ମାନ ।