Surprise Me!

MBBS ଆଡମିସନ ନାଁରେ ଛାତ୍ରଙ୍କ ସହ ଠକେଇ

2025-11-20 6 Dailymotion

ପୁଣି ଠକାମୀରେ ଶିକାର ହୋଇଛନ୍ତି ଜଣେ ମେଡିକାଲ ଛାତ୍ର । ଏସବିବିଏସ୍ ଆଡମିସନ କରିଥିବା ବେଳେ କଲେଜରେ ନାହିଁ ନାମ । ଓଜେଇଇ ବିରୋଧରେ ଅଭିଯୋଗ କରିବେ କହିଲେ ଛାତ୍ର ।