ସନ୍ଧିଗ୍ଧ ବ୍ୟକ୍ତିଙ୍କ ସୂଚନା ପାଇଲେ ପୋଲିସକୁ ତୁରନ୍ତ ଦେବାକୁ ପୋଲିସ ପକ୍ଷରୁ ସଚେତନତା। ପୁରୀ ଜିଲ୍ଲାର ତଟ ସୁରକ୍ଷା ନେଇ ମେରାଇନ ପୋଲିସ ପକ୍ଷରୁ କମ୍ୟୁନିଟି ପୋଲିସ୍ କାର୍ଯ୍ୟକ୍ରମ।