ଆସନ୍ତା 26 ତାରିଖରେ କଂଗ୍ରେସ ସମଗ୍ର ଦେଶରେ ସମ୍ବିଧାନ ଦିବସ ପାଳନ କରିବାକୁ ଯୋଜନା କରିଛି। କଂଗ୍ରେସ ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହିସବୁ ନିଷ୍ପତ୍ତି ନେଇଛି ଦଳ।