ଆଜି ଏକ କ୍ଷୁଦ୍ର ଶିଳ୍ପରେ ପରଣତ ହୋଇଛି ଏହି ତାଳପତ୍ର କାମ । ଏହି ଉଦ୍ୟୋଗ ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି । ତାଙ୍କ ହାତରେ ଓଡିଆ ସଂସ୍କୃତି, କାରୁକାର୍ଯ୍ୟ ନୂଆରୂପ ନେଇଛି ।