ପର୍ଯ୍ୟଟକମାନେ ପକ୍ଷୀମାନଙ୍କ ବିଷୟରେ ଅଧିକ ଜାଣିବା ସହିତ ସେମାନଙ୍କ ରହଣି ଓ ପରିଚାଳନା କିଭଳି କରାଯାଉଛି ସେନେଇ ଅବଗତ ହୋଇପାରିବେ । ଆରମ୍ଭ ହେଉଛି 'ଓଡିଶା ବିହଙ୍ଗ ଉତ୍ସବ' ।