ଆଗକୁ ଆସୁଛି ବଡ ଦିନ ଓ ନୂଆବର୍ଷ । ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ନନ୍ଦନକାନନ। ଉଭୟ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନରେ ପର୍ଯ୍ୟଟକମାନଙ୍କୁ ଏଥର ନୂଆ ଅନୁଭୂତି ମିଳିବ ।