ଅନ୍ୱେଷ ଯୋଜନାରେ ଏଯାଏଁ ଆଡମିଶନ ହୋଇନି କି ପୋର୍ଟାଲ ଖୋଲୁନି । ଆଦିବାସୀ ଦଳିତ ଛାତ୍ରଛାତ୍ରୀଙ୍କ ପାଇଁ ଏହା ସରକାରୀ ଷଡଯନ୍ତ୍ରର ପ୍ରତିଫଳନ କହିଲେ ବିରୋଧୀ । ଜବାବ ରଖିଲା ବିଜେପି ।